Advertisment

Today Panchang 28th Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 28th Feb 2023

Today Panchang

Advertisment

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଚନ୍ଦ୍ର – ବୃଷ ରାତ୍ରି ୦୮.୩୨ ଗତେ ମିଥୁନ,ତିଥି – ୯ମୀ ରାତ୍ରି ୦୪.୧୯ ଗତେ ୧୦ମୀ,ଘାତ ଚନ୍ଦ୍ର – ବିଛା ରାତ୍ରି ୦୮.୩୨ ଗତେ କନ୍ୟା ,ଘାତ ବାର- ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ।

Advertisment

ଶୁଭ ସମୟ:

  • ଦିବା ୦୯.୦୫ ରୁ ୧୦.୪୯
  • ଦିବା ୦୪.୨୦ ରୁ ୦୫.୦୦
  • ଦିବା ୦୪.୨୦ ରୁ ୦୫.୦୧
  • ସନ୍ଧ୍ୟା ୦୫.୪୭ ରୁ ୦୬.୩୭
  • ରାତ୍ରି ୦୯.୦୫ ରୁ ୧୧.୩୪

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୨.୫୩ ରୁ ୦୪.୨୦
  • କାଳବେଳା – ଦିବା ୦୧.୨୬ ରୁ ୦୨.୫୩
  • ବାରବେଳା – ପ୍ରାତଃ ୦୭.୩୮ ରୁ ୦୯.୦୫
  • କାଳରାତ୍ରି – ସନ୍ଧ୍ୟା ୦୭.୨୦ ରୁ ୦୮.୫୩
Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ