Advertisment

Today Panchang 28th Dec 2022: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 28th Dec 2022

Today Panchang

Advertisment

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର। ଚନ୍ଦ୍ର – ବିଛା ଅହୋରାତ୍ର,ତିଥି- ୧୩ଶୀ ରାତ୍ରି ୧୦.୧୬ ଗତେ ୧୪ଶୀ

Advertisment

ଘାତ ଚନ୍ଦ୍ର- ନାସ୍ତି,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି-ତିଳକାଞନ ଦାନ ଦିବା ୦୮.୩୨ ପର୍ଯ୍ୟନ୍ତ

ଶୁଭ ସମୟ:

  • ପ୍ରାତଃ ୦୬.୨୦ ରୁ ୦୮.୩୦
  • ଦିବା ୧୦.୩୯ ରୁ ୧୧.୪୪
  • ଦିବା ୦୧.୩୨ ରୁ ୦୩.୪୨
  • ସନ୍ଧ୍ୟା ୦୬.୦୧ ରୁ ୦୬.୫୪
  • ରାତ୍ରି ୦୮.୪୦ ରୁ ୦୩.୦୨
Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ…

ଅଶୁଭ ସମୟ:

  • ଋାହୁକାଳ - ଦିବା ୧୧.୪୪ ରୁ ୦୧.୦୫
  • କାଳବେଳା - ଦିବା ୦୯.୦୨ ରୁ ୧୦.୨୩
  • ବାରବେଳା – ଦିବା ୧୧.୪୪ ରୁ ୦୧.୦୫
  • କାଳରାତ୍ରି – ରାତ୍ରି ୦୩.୦୨ ରୁ ୦୪.୪୧
Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ