Today Panchang 28th April 2023: ଜାଣନ୍ତୁ ଆଜିର ଘାତ ଚନ୍ଦ୍ର ଓ ଘାତ ବାର, ଏହି ସମୟରେ ଶୁଭ କାର୍ଯ୍ୟ କରନ୍ତୁ...

ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ, ଶୁକ୍ରବାର, ଚନ୍ଦ୍ର – କର୍କଟ, ଅହୋରାତ୍ର ତିଥି – ୮ମୀ, ଦିବା ୦୪.୦୧ ଗତେ ୯ମୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ - ନାସ୍ତି। ଜାଣନ୍ତୁ ଆଜିର ଘାତ ଚନ୍ଦ୍ର ଓ ଘାତ ବାର...

Today Panchang

ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ, ଶୁକ୍ରବାର,  ଚନ୍ଦ୍ର – କର୍କଟ, ଅହୋରାତ୍ର ତିଥି – ୮ମୀ, ଦିବା ୦୪.୦୧ ଗତେ ୯ମୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ - ନାସ୍ତି 

ଶୁଭ ସମୟ...    

ପ୍ରାତଃ  ୦୫.୨୩ ରୁ ୦୬.୧୪

ପ୍ରାତଃ  ୦୭.୦୫ ରୁ ୦୮.୩୪
ଦିବା ୧୨.୦୯ ରୁ ୦୨.୪୨
ଦିବା ୦୪.୨୩ ରୁ ୦୬.୦୫
ରାତ୍ରି ୦୧.୩୭ ରୁ ୦୩.୫୨

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଶୁଭ ସମୟ...

ଋାହୁକାଳ – ଦିବା ୧୦.୦୯ ରୁ ୧୧.୪୪
କାଳବେଳା – ଦିବା ୧୦.୦୯  ରୁ ୧୧.୪୪
ବାରବେଳା – ଦିବା ୦୮.୩୪ ରୁ ୧୦.୦୯
କାଳରାତ୍ରି – ରାତ୍ରି ୦୮.୫୪  ରୁ ୧୦.୧୯