/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698292786.jpg)
Today Panchang
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୧୩ଶୀ ପ୍ରାତଃ ୦୬.୫୭ ଗତେ ୧୪ଶୀ (କ୍ଷୟ) । ରାତ୍ରି ୦୪.୧୭ ଗତେ ପୂର୍ଣ୍ଣିମା । ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତ ବାର – ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ
ପ୍ରାତଃ – ୦୫.୪୯ ରୁ ୦୬.୩୪
ପ୍ରାତଃ – ୦୭.୨୦ ରୁ ୦୮.୩୯
ଦିବା – ୧୧.୫୩ ରୁ ୦୨.୫୫
ଦିବା – ୦୩.୪୦ ରୁ ୦୫.୧୧
ସନ୍ଧ୍ୟା – ୦୬.୦୨ ରୁ ୦୮.୨୧
ରାତ୍ରି – ୧୧.୫୫ ରୁ ୦୧.୩୬
ରାତ୍ରି – ୦୨.୨୭ ରୁ ୦୪.୦୮
ଅଶୁଭ ସମୟ
ଋାହୁକାଳ – ଦିବା ୧୦.୦୫ ରୁ ୧୧.୩୦
କାଳବେଳା – ଦିବା ୧୦.୦୫ ରୁ ୧୧.୩୦
ବାରବେଳା – ଦିବା ୦୮.୩୯ ରୁ ୧୦.୦୫
କାଳରାତ୍ରି – ରାତ୍ରି ୦୮.୨୧ ରୁ ୦୯.୫୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)