/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୨୮ ତାରିଖ ଶନିବାର । ଚନ୍ଦ୍ର- କର୍କଟ ଅହୋରାତ୍ର। ତିଥି - ୩ୟା ଦିବା ୦୯.୫୪ ଗତେ ୪ର୍ଥୀ।ଘାତଚନ୍ଦ୍ର- ନାସ୍ତିଘାତବାର – ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭ ସମୟ –
ଦିବା – ୧୦.୧୧ ରୁ ୧୨.୧୬
ଦିବା – ୦୩.୦୭ ରୁ ୦୩.୪୭
ରାତ୍ରି – ୦୭.୪୬ ରୁ ୦୭.୫୨
ରାତ୍ରି – ୧୧.୨୮ ରୁ ୦୧.୩୮
ରାତ୍ରି – ୦୩.୦୪ ରୁ ୦୩.୩୫
ଅଶୁଭ ସମୟ -
ରାହୁକାଳ- ଦିବା ୦୮.୩୨ ରୁ ୧୦.୧୧
କାଳବେଳା - ପ୍ରାତଃ ୦୫.୧୪ ରୁ ୦୬.୫୩ ଦିବା ୦୪.୪୬ ରୁ ୦୬.୨୫
ବାରବେଳା- ଦିବା ୦୧.୨୮ ରୁ ୦୩.୦୭
କାଳରାତ୍ରି- ସନ୍ଧ୍ୟା ୦୬.୨୫ ରୁ ୦୭.୪୬ ଓ ରାତ୍ରି ୦୩.୫୩ ରୁ ୦୫.୧୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)