Advertisment

Today Panchang 27th Jan 2023: ଆପଣଙ୍କର କେଉଁ ମୁହୂର୍ତ୍ତ ହେବ ଶୁଭ ଜାଣନ୍ତି କି? ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 27th Jan 2023

Panchang

Advertisment

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର ।ଚନ୍ଦ୍ର – ମୀନ ସନ୍ଧ୍ୟା ୦୬.୩୭ ଗତେ ମେଷ,ତିଥି – ୬ଷ୍ଠୀ ଦିବା ୦୯.୧୦ ଗତେ ୭ମୀ,ଘାତ ଚନ୍ଦ୍ର – ଧନୁ ସନ୍ଧ୍ୟା ୦୬.୩୭ ଗତେ ମେଷ,ଘାତ ବାର- ବିଛା, ଧନୁ, ମୀନ,ପୁଷ୍କର ଦୋଷ – ଦିବା ୦୯.୧୦ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୬.୨୭ ରୁ ୦୭.୧୧
  • ପ୍ରାତଃ ୦୭.୫୫ ରୁ ୦୯.୧୩
  • ଦିବା ୧୨.୨୧ ରୁ ୦୨.୩୪
  • ଦିବା ୦୪.୦୩ ରୁ ୦୫.୩୧
  • ସନ୍ଧ୍ୟା ୦୭.୧୫ ରୁ ୦୮.୪୫
  • ରାତ୍ରି ୦୨.୦୮ ରୁ ୦୪.୪୩

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଅଶୁଭ ସମୟ:

  • ଋାହୁକାଳ - ଦିବା ୧୦.୩୬ ରୁ ୧୧.୫୯
  • କାଳବେଳା – ଦିବା ୧୦.୩୬ ରୁ ୧୧.୫୯
  • ବାରବେଳା – ଦିବା ୦୯.୧୩ ରୁ ୧୦.୩୬
  • କାଳରାତ୍ରି – ରାତ୍ରି ୦୮.୪୫ ରୁ ୧୦.୨୨୨୭
Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ