/odishatv-khabar/media/post_attachments/uploadimage/library/16_9/16_9_0/Panchang_1740626948.jpg)
Panchang
କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିଥି- ୧୪ ଶୀ ଦିବା ୦୮.୫୪ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭସମୟ:
ପ୍ରାତଃ- ୦୬.୧୧ ରୁ ୦୭.୪୪
ଦିବା- ୧୦.୪୯ ରୁ ୦୧.୦୯
ରାତ୍ରି- ୦୨.୫୨ ରୁ ୦୩.୪୨
ଅଶୁଭସମୟ:
ରାହୁକାଳ- ଦିବା ୦୧.୨୬ ରୁ ୦୨.୫୩
କାଳବେଳା- ଦିବା ୦୨.୫୩ ରୁ ୦୪.୨୦
ବାରବେଳା- ଦିବା ୦୪.୨୦ ରୁ ୦୫.୪୭
କାଳରାତ୍ରି- ରାତ୍ରି ୧୧.୫୯ ରୁ ୦୧.୩୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)