• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ୮ମୀ ରାତ୍ରି ୦୨.୨୧ ଗତେ ୯ମୀ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର- ମିଥୁନ,ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ:

  • ପ୍ରାତଃ ୦୬.୧୧ ରୁ ୦୭.୩୮
  • ଦିବା ୧୦.୫୦ ରୁ ୦୧.୦୯
  • ଦିବା ୦୪.୨୦ ରୁ ୦୫.୦୦
  • ସନ୍ଧ୍ୟା ୦୬.୩୬ ରୁ ୦୯.୦୫
  • ରାତ୍ରି ୧୧.୫୯ ରୁ ୦୨.୫୨

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଅଶୁଭ ସମୟ:

  • ଋାହୁକାଳ – ପ୍ରାତଃ ୦୭.୩୮ ରୁ ୦୯.୦୫
  • କାଳବେଳା – ପ୍ରାତଃ ୦୭.୩୮ ରୁ ୦୯.୦୫
  • ବାରବେଳା – ଦିବା ୦୨.୫୩ ରୁ ୦୪.୨୦
  • କାଳରାତ୍ରି – ରାତ୍ରି ୧୦.୨୬ ରୁ ୧୧.୫୯