Advertisment

Today Panchang 26th Jan 2023: ଆଜିର ପଞ୍ଚାଙ୍ଗ,ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 26th Jan 2023

Panchang

Advertisment

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ୫ମୀ ଦିବା ୧୦.୨୮ ଗତେ ୬ଷ୍ଠୀ ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି ।

Advertisment

ଶୁଭ ସମୟ:

  • ପ୍ରାତଃ ୦୬.୨୭ ରୁ ୦୭.୫୫
  • ଦିବା ୧୦.୫୨ ରୁ ୦୧.୦୫
  • ରାତ୍ରି ୦୩.୦୦ ରୁ ୦୩.୫୧

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଅଶୁଭ ସମୟ:

  • ଋାହୁକାଳ - ଦିବା ୦୧.୨୨ ରୁ ୦୨.୪୫
  • କାଳବେଳା – ଦିବା ୦୨.୪୫ ରୁ ୦୪.୦୮
  • ବାରବେଳା – ଦିବା ୦୪.୦୮ ରୁ ୦୫.୩୧
  • କାଳରାତ୍ରି – ରାତ୍ରି ୧୧.୫୯ ରୁ ୦୧.୩୬
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ