• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ, ରବିବାର, ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବୃଷ, ତିଥି – ୭ମୀ ରାତ୍ରି ୧୨.୫୯ ଗତେ ୮ମୀ, ଘାତ ଚନ୍ଦ୍ର – ମେଷ ଦିବା ୧୦.୧୫ ଗତେ ବିଛା, ଘାତ ବାର- ମେଷ, ପୁଷ୍କର ଦୋଷ – ୩ ପାଦ - କୃଷି, ପଶୁ ଓ ବଂଶହାନି- ଭୂମି, ଅନ୍ନ ଓ ତିଳକାଞନ ଦାନ ରାତ୍ରି ୧୨.୫୯ ଗତେ ୨ ପାଦ

ଶୁଭ ସମୟ...

ପ୍ରାତଃ ୦୬.୧୨ ରୁ ୧୦.୦୩
ଦିବା ୦୧.୨୬ ରୁ ୦୧.୫୫

ସନ୍ଧ୍ୟା ୦୬.୩୬ ରୁ ୦୯.୦୫
ରାତ୍ରି ୧୨.୨୪ ରୁ ୦୧.୩୨
ରାତ୍ରି ୦୩.୦୫ ରୁ ୦୩.୪୨

ଅଶୁଭ ସମୟ...

ଋାହୁକାଳ – ଦିବା ୦୪.୨୦ ରୁ ୦୫.୪୬
କାଳବେଳା – ଦିବା ୧୧.୫୯ ରୁ ୦୧.୨୬
ବାରବେଳା – ଦିବା ୧୦.୩୨ ରୁ ୧୧.୫୯
କାଳରାତ୍ରି – ରାତ୍ରି ୦୧.୩୨ ରୁ ୦୩.୦୫

OTV is now on Whatsapp

Join and get latest news update delivered to you via whatsapp

Join Now