Panchang
ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୭ ତାରିଖ ରବିବାର ।
ଚନ୍ଦ୍ର- ଧନୁ ଅହୋରାତ୍ର
ତିଥି- ୧୧ଶୀ ରାତ୍ରି ୦୯.୩୨ ଗତେ ୧୨ଶୀ
ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର
ଘାତ ବାର-ମେଷ
ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୩୨ ଗତେ ୨ ପାଦ-କୃଷି ଓ ପଶୁହାନି-ଭମି ଓ ଅନ୍ନଦାନ ନିଶାନ୍ତ ୦୫.୧୫ ଗତେ ଉତରାଷାଢ଼ା ୩ ପାଦ ।
ଶୁଭ ସମୟ
ପ୍ରାତଃ- ୦୫.୩୩ ରୁ ୦୯.୪୩
ଦିବା- ୦୧.୨୧ ରୁ ୦୧.୫୩
ସନ୍ଧ୍ୟା- ୦୬.୪୮ ରୁ ୦୯.୦୭
ରାତ୍ରି-୧୨.୧୧ ରୁ ୦୧.୧୪
ରାତ୍ରି- ୦୨.୪୧ ରୁ ୦୩.୧୫
ଅଶୁଭ ସମୟ
ରାହୁକାଳ- ଦିବା ୦୪.୨୯ ରୁ ୦୬.୦୨
କାଳ ବେଳା- ଦିବା ୧୧.୪୮ ରୁ ୦୧.୨୧
ବାର ବେଳା- ଦିବା ୧୦.୧୪ ରୁ ୧୧.୪୮
କାଳ ରାତ୍ରି- ୦୧.୧୪ ରୁ ୦୨.୪୧
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/_Panchang_1692421305.jpg)