Advertisment

Today Panchang 26th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ  (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୬ ତାରିଖ  ଶନିବାର । ଚନ୍ଦ୍ର- ବିଛା ଦିବା ୦୮.୩୬ ଗତେ ଧନୁ ।

ଅଦ୍ୟତନ ହୋଇଛି
Today Panchang 28th August 2023

Today Panchang

Advertisment

ସୌର ସିଂହମାସ ଶ୍ରାବଣ  (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୬ ତାରିଖ  ଶନିବାର ।

ଚନ୍ଦ୍ର- ବିଛା ଦିବା ୦୮.୩୬ ଗତେ ଧନୁ
ତିଥି- ୧୦ ମୀ ରାତ୍ରି ୧୨.୦୮ ଗତେ ୧୧ଶୀ
ଘାତ ଚନ୍ଦ୍ର - ଦିବା ୦୮.୩୬ ଗତେ ତୁଳା ଓ କୁମ୍ଭ 
ଘାତ ବାର – ବୃଷ ,ସିଂହ  ଓ କନ୍ୟା
ପୁଷ୍କର ଦୋଷ – ୧୦ ମୀ ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

Advertisment

ଶୁଭ ସମୟ

ଦିବା-୧୦.୧୪ ରୁ ୦୧.୦୩                        
ରାତ୍ରି- ୦୮.୨୧ ରୁ ୧୦.୩୯
ରାତ୍ରି- ୧୨.୧୧ ରୁ ୦୧.୪୩
ରାତ୍ରି- ୦୨.୨୯ ରୁ ୦୪.୦୧

ଅଶୁଭ ସମୟ

ରାହୁକାଳ - ଦିବା ୦୮.୪୦ ରୁ ୧୦.୧୪
କାଳ ବେଳା - ପ୍ରାତଃ ୦୫.୩୩ ରୁ ୦୭.୦୭ ଓ ଦିବା  ୦୪.୨୯ ରୁ ୦୬.୦୩
ବାର ବେଳା- ଦିବା ୦୧.୨୨ ରୁ ୦୨.୫୬   
କାଳରାତ୍ରି- ସନ୍ଧ୍ୟା ୦୬.୦୩ ରୁ ୦୭.୨୯ ଓ ରାତ୍ରି ୦୪.୦୭ ରୁ ୦୫.୩୩

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ