/odishatv-khabar/media/post_attachments/uploadimage/library/16_9/16_9_0/panchang_1666671709.jpg)
panchang
ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର ଚନ୍ଦ୍ର – ତୁଳା ଅହୋରାତ୍ର ତିଥୀ - ଅମାବାସ୍ୟା ଦିବା ୦୪/୧୮ ଗତେ ପ୍ରତିପଦ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୧ ପାଦ କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ:
ପ୍ରାତଃ ୦୫/୪୮ ରୁ ୦୬/୩୪
ଦିବା ୦୮/୩୯ ରୁ ୧୧/୦୭
ସନ୍ଧ୍ୟା ୦୫/୧୨ ରୁ ୦୬/୪୭
ରାତ୍ରି ୦୮/୨୧ ରୁ ୦୮/୩୪
ରାତ୍ରି ୦୯/୨୪ ରୁ ୧୧/୫୬
ରାତ୍ରି ୦୧/୩୬ ରୁ ୦୩/୧୭
ଅଧିକ ପଢ଼ନ୍ତୁ: Daily Horoscope 25th Oct 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ନୂତନ ଜମିଜମା କ୍ରୟ କରିବାର ଯୋଗ ରହିଛି
ଅଶୁଭ ସମୟ:
ଋାହୁକାଳ - ପ୍ରାତଃ ୦୨/୨୧ ରୁ ୦୩/୪୭
କାଳବେଳା - ଦିବା ୧୨/୫୬ ରୁ ୦୨/୨୧
ବାରବେଳା – ପ୍ରାତଃ ୦୭/୧୩ ରୁ ୦୮/୩୯
କାଳରାତ୍ରି - ସନ୍ଧ୍ୟା ୦୬/୪୭ ରୁ ୦୮/୨୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)