• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ପ୍ରତିପଦ ରାତ୍ରି ୧୧.୨୩ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ରାତ୍ରି ୧୧.୨୩ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ

ଶୁଭ ସମୟ-

ପ୍ରାତଃ- ୦୫.୨୩ ରୁ ୦୬.୧୫

Also Read

ପ୍ରାତଃ- ୦୭.୦୭ ରୁ ୦୮.୩୮

ଦିବା- ୧୨.୧୯ ରୁ ୦୨.୫୪

ଦିବା- ୦୪.୩୮ ରୁ ୦୬.୨୨

ରାତ୍ରି- ୦୭.୫୦ ରୁ ୦୯.୦୭

ରାତ୍ରି- ୦୧.୪୩ ରୁ ୦୩.୫୫

ଅଶୁଭ ସମୟ

ରାହୁକାଳ- ଦିବା ୧୦.୧୫ ରୁ ୧୧.୫୩

କାଳବେଳା- ଦିବା ୧୦.୧୫ ରୁ ୧୧.୫୩

ବାରବେଳା- ଦିବା ୦୮.୩୮ ରୁ ୧୦.୧୫

କାଳରାତ୍ରି- ରାତ୍ରି ୦୯.୦୭ ରୁ ୧୦.୩୦

ଓଟିଭି ବିଜ୍ଞାପନ