Today Panchang 25th Jan 2023: ଜାଣନ୍ତୁ, ଆଜି କେଉଁ ସମୟରେ ଶୁଭ କାର୍ଯ୍ୟ ଆରମ୍ଭ କରିବେ

ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ, ବୁଧବାର, ଚନ୍ଦ୍ର – କୁମ୍ଭ ଦିବା ୦୨.୩୦ ଗତେ ମୀନ ତିଥି - ୪ର୍ଥୀ ଦିବା ୦୩.୨୨ ଗତେ ୫ମୀ  ଘାତ ଚନ୍ଦ୍ର – ମିଥୁନ ଓ ମୀନ ଦିବା ୦୨.୩୦ ଗତେ ଧନୁ ଘାତ ବାର- କର୍କଟ ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ରାତ୍ରି ୦୮.୦୬ ପର୍ଯ୍ୟନ୍ତ।

Today Panchang

ଶୁଭ ସମୟ...

ପ୍ରାତଃ ୦୬.୨୭ ରୁ ୦୭.୫୫
ଦିବା ୧୦.୩୬ ରୁ ୧୧.୩୬
ଦିବା ୦୧.୪୯ ରୁ ୦୪.୪୬

ସନ୍ଧ୍ୟା  ୦୬.୨୨ ରୁ ୧୦.୪୧
ରାତ୍ରି ୦୨.୦୮ ରୁ ୦୩.୧୩

ଅଧିକ ପଢ଼ନ୍ତୁ: ଦକ୍ଷିଣକୁ ପାଦ ରଖି କାହିଁକି ଶୋଇବେ ନାହିଁ; କ’ଣ କୁହେ ବାସ୍ତୁ

ଅଶୁଭ ସମୟ...

ଋାହୁକାଳ - ଦିବା ୧୧.୫୮ ରୁ ୦୧.୨୧
କାଳବେଳା – ଦିବା ୦୯.୧୩ ରୁ ୧୦.୩୬
ବାରବେଳା – ଦିବା ୧୧.୫୮ ରୁ ୦୧.୨୧
କାଳରାତ୍ରି – ରାତ୍ରି ୦୩.୧୩ ରୁ ୦୪.୫୦