Advertisment

Today Panchang 25th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର...ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Today Panchang 28th August 2023

Today Panchang

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି -  ୯ମୀ ରାତ୍ରି ୦୨.୦୨ ଗତେ ୧୦ମୀ ଘାତ ଚନ୍ଦ୍ର – ନାସ୍ତି ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ- ନାସ୍ତି

Advertisment

ଶୁଭ ସମୟ

ପ୍ରାତଃ – ୦୫.୩୩ ରୁ ୦୬.୨୩
ପ୍ରାତଃ – ୦୭.୧୩ ରୁ ୦୮.୪୦
ଦିବା – ୧୨.୧୩ ରୁ ୦୨.୪୪
ଦିବା – ୦୪.୨୪ ରୁ ୦୬.୦୪
ରାତ୍ରି – ୦୭.୩୬ ରୁ ୦୮.୫୬ 
ରାତ୍ରି – ୦୧.୪୩ ରୁ ୦୪.୦୧

ଅଶୁଭ ସମୟ    

ଋାହୁକାଳ – ଦିବା ୧୦.୧୪ ରୁ ୧୧.୪୮
କାଳବେଳା - ଦିବା ୧୦.୧୪ ରୁ ୧୧.୪୮
ବାରବେଳା – ଦିବା ୦୮.୪୦ ରୁ ୧୦.୧୪
କାଳରାତ୍ରି - ରାତ୍ରି ୦୮.୫୬ ରୁ ୧୦.୨୨

Advertisment
Advertisment
Advertisment