ଅଦ୍ୟତନ ହୋଇଛି
Panchang
Advertisment
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର।ଚନ୍ଦ୍ର – ମିଥୁନ ଅହୋରାତ୍ର,ତିଥି – ୫ମୀ ଦିବା ୦୯.୪୦ ଗତେ ୬ଷ୍ଠୀ,ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ - କୃଷିହାନି- ଭୂମିଦାନ- ରାତ୍ରି ୦୮.୨୦ ଗତେ ୨ ପାଦ ।
Advertisment
ଶୁଭ ସମୟ:
- ଦିବା ୦୮.୩୫ ରୁ ୧୦.୨୯
- ଦିବା ୦୧.୦୦ ରୁ ୦୧.୧୯
- ଦିବା ୦୪.୨୯ ରୁ ୦୫.୧୩
- ସନ୍ଧ୍ୟା ୦୬.୦୪ ରୁ ୦୬.୪୯
- ରାତ୍ରି ୦୯.୦୫ ରୁ ୧୧.୨୧
- ରାତ୍ରି ୦୧.୩୮ ରୁ ୦୩.୦୮
ଅଧିକ ପଢ଼ନ୍ତୁ: ବେଡ୍ରୁମ୍ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି
ଅଶୁଭ ସମୟ:
- ଋାହୁକାଳ – ଦିବା ୦୨.୫୪ ରୁ ୦୪.୨୯
- କାଳବେଳା – ଦିବା ୦୧.୧୯ ରୁ ୦୨.୫୪
- ବାରବେଳା – ପ୍ରାତଃ ୦୭.୦୦ ରୁ ୦୮.୩୫
- କାଳରାତ୍ରି – ସନ୍ଧ୍ୟା ୦୭.୨୯ ରୁ ୦୮.୫୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1682392820.jpg)