Today Panchang 24th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ, ଶୁକ୍ରବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Today Panchang

ସୌର ବିଛା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ, ଶୁକ୍ରବାର ଚନ୍ଦ୍ର-  ମୀନ ଦିବା ୦୪.୦୦ ଗତେ ମେଷ ତିଥି-  ୧୨ଶୀ  ସନ୍ଧ୍ୟା  ୦୭.୦୭ ଗତେ ୧୩ଶୀ ଘାତଚନ୍ଦ୍ର-  ଧନୁ ରାଶିର, ଦିବା ୦୪.୦୦ ଗତେ ମେଷ ରାଶିର ଘାତବାର-  ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ସନ୍ଧ୍ୟା  ୦୭.୦୭ ପର୍ଯ୍ୟନ୍ତ

ଶୁଭ ସମୟ...

ପ୍ରାତଃ- ୦୬.୦୩ ରୁ ୦୬.୪୭

ପ୍ରାତଃ- ୦୭.୩୧ ରୁ ୦୮.୪୮
ଦିବା- ୧୧.୫୫ ରୁ ୦୨.୫୦
ଦିବା- ୦୩.୩୪ ରୁ ୦୫.୦୨
ସନ୍ଧ୍ୟା- ୦୫.୫୪ ରୁ ୦୮.୧୭
ରାତ୍ରି- ୧୧.୫୯ ରୁ ୦୧.୪୩
ରାତ୍ରି- ୦୨.୩୫ ରୁ ୦୪.୨୦

ଅଧିକ ପଢ଼ନ୍ତୁ: ବାସ୍ତୁର ଏହି ଦୋଷ ଯୋଗୁଁ ଘରର ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ହୋଇଥାଏ; ଜାଣନ୍ତୁ

ଅଶୁଭ ସମୟ...

ରାହୁକାଳ –  ଦିବା ୧୦.୧୦ ରୁ ୧୧.୩୩
କାଳବେଳା- ଦିବା ୧୦.୧୦ ରୁ୧୧.୩୩                                                                                                                
ବାରବେଳା- ଦିବା  ୦୮.୪୮ ରୁ ୧୦.୧୦
କାଳରାତ୍ରି- ରାତ୍ରି ୦୮.୧୭ ରୁ ୦୯.୫୫