Today Panchang 24th Nov 2022: କିପରି ଜାଣିବେ କେଉଁ ମୁହୂର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି - ପ୍ରତିପଦ ରାତ୍ରି ୦୧/୩୭ ଗତେ ୨ୟା ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା , କୁମ୍ଭ ପୁଷ୍କର ଦୋଷ – ରାତ୍ରି ୦୧/୩୭ ଗତେ ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ 

ଶୁଭ ସମୟ:

ପ୍ରାତଃ ୦୬/୦୪ ରୁ ୦୭/୩୧

ସନ୍ଧ୍ୟା ୦୫/୫୪ ରୁ ୦୯/୨୩

ରାତ୍ରି ୦୧/୧୧ ରୁ ୦୩/୨୮

ରାତ୍ରି ୦୪/୨୦ ରୁ ୦୬/୦୪

ଅଧିକ ପଢ଼ନ୍ତୁ: ଆପଣଙ୍କ ଘର ଐଶାନ୍ୟ ମୁହାଁ କି...ଜାଣନ୍ତୁ କ’ଣ କରିବେ ପ୍ରତିକାର

ଅଶୁଭ ସମୟ:

ଋାହୁକାଳ - ଦିବା ୧୧/୫୫ ରୁ ୦୨/୧୭

କାଳବେଳା - ଦିବା ୦୨/୧୭ ରୁ ୦୩/୩୯

ବାରବେଳା – ଦିବା ୦୩/୩୯ ରୁ ୦୫/୦୨

କାଳରାତ୍ରି – ରାତ୍ରି ୧୧/୩୩ ରୁ ୦୧/୧୧