/odishatv-khabar/media/post_attachments/uploadimage/library/16_9/16_9_0/____1692853432.jpg)
Today Panchang
ସୌର ସିଂହମାସ ଶ୍ରାବଣ (ଶୁଦ୍ଦ ) ଶୁକ୍ଲ ପକ୍ଷ। ଇଂରାଜୀରେ ୨୪ ତାରିଖ, ଗୁରୁବାର। ଚନ୍ଦ୍ର – ବିଛା ଅହୋରାତ୍ର ତିଥି - ୮ମୀ ରାତ୍ରି ୦୩.୧୦ ଗତେ ୯ମୀ ଘାତ ଚନ୍ଦ୍ର – ନାସ୍ତି ଘାତବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳ କାଞନ ଦାନ ଦିବା ୦୯.୦୨
Advertisment
ଶୁଭ ସମୟ
ପ୍ରାତଃ – ୦୫.୩୨ ରୁ ୦୭.୧୩
ଦିବା – ୧୦.୩୩ ରୁ ୦୧.୦୪
ରାତ୍ରି – ୦୨.୨୯ ରୁ ୦୩.୧୫
ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ
ଅଶୁଭ ସମୟ
ଋାହୁକାଳ – ଦିବା ୦୧.୨୩ ରୁ ୦୨.୫୭
କାଳବେଳା - ଦିବା ୦୨.୫୭ ରୁ ୦୪.୩୧
ବାରବେଳା – ଦିବା ୦୪.୩୧ ରୁ ୦୬.୦୫
କାଳରାତ୍ରି - ରାତ୍ରି ୧୧.୪୯ ରୁ ୦୧.୧୫
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)