Today Panchang 23th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର । ଚନ୍ଦ୍ର – ମିଥୁନ ଅହୋରାତ୍ର,ତିଥି – ୪ର୍ଥୀ ରାତ୍ରି ୧୨.୫୮ ଗତେ ୫ମୀ,ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର ,ଘାତ ବାର – ମକର,ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମିଦାନ ଦିବା ୧୨.୩୯ ଗତେ ୨ ପାଦ

ଶୁଭ ସମୟ

ପ୍ରାତଃ ୦୫.୧୨ ରୁ ୦୬.୫୦

ଦିବା ୦୯.୩୩ ରୁ ୧୨.୦୯

ଦିବା ୦୪.୩୬ ରୁ ୦୫.୨୨

ସନ୍ଧ୍ୟା ୦୬.୧୪ ରୁ ୦୬.୫୮

ରାତ୍ରି ୦୮.୫୮ ରୁ ୦୯.୫୩

ରାତ୍ରି ୧୨.୦୫ ରୁ ୦୨.୧୬

ଅଧିକ ପଢ଼ନ୍ତୁ: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…

ଅଶୁଭ ସମୟ

ଋାହୁକାଳ – ଦିବା ୦୨.୫୯ ରୁ ୦୪.୩୬

କାଳବେଳା – ଦିବା ୦୧.୨୧ ରୁ ୦୨.୫୯

ବାରବେଳା – ପ୍ରାତଃ ୦୬.୫୦ ରୁ ୦୮.୨୭

କାଳରାତ୍ରି – ରାତ୍ରି ୦୭.୩୬ ରୁ ୦୮.୫୮