Panchang
Advertisment
କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ରବିବାର । ଚନ୍ଦ୍ର- ଧନୁ ଅହୋରାତ୍ର,ତିଥି- ୧୦ମୀ ଦିବା ୦୧.୫୬ ଗତେ ୧୧ଶୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
Advertisment
ଶୁଭସମୟ:
ପ୍ରାତଃ- ୦୬.୧୪ ରୁ ୧୦.୦୪
ଦିବା- ୦୧.୨୬ ରୁ ୦୧.୫୫
ସନ୍ଧ୍ୟା- ୦୬.୩୫ ରୁ ୦୯.୦୫
ରାତ୍ରି- ୧୨.୨୪ ରୁ ୦୧.୩୩
ରାତ୍ରି- ୦୩.୦୬ ରୁ ୦୩.୪୪
ଅଶୁଭସମୟ:
ରାହୁକାଳ- ଦିବା ୦୪.୧୯ ରୁ ୦୫.୪୫
କାଳବେଳା- ଦିବା ୧୨.୦୦ ରୁ ୦୧.୨୬
ବାରବେଳା- ଦିବା ୧୦.୩୩ ରୁ ୧୨.୦୦
କାଳରାତ୍ରି- ରାତ୍ରି ୦୧.୩୩ ରୁ ୦୩.୦୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740280214.jpg)