Today Panchang 23th Dec 2022: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭକାର୍ଯ୍ୟ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି- ଅମାବାସ୍ୟା ଦିବା ୦୩.୪୬ ଗତେ ପ୍ରତିପଦ,ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ:

ପ୍ରାତଃ ୦୬.୨୧ ରୁ ୦୭.୦୪

ପ୍ରାତଃ ୦୭.୪୭ ରୁ ୦୯.୦୩

ଦିବା ୧୨.୦୭ ରୁ ୦୩.୦୦

ଦିବା ୦୩.୪୩ ରୁ ୦୫.୦୯

ସନ୍ଧ୍ୟା ୦୬.୦୨ ରୁ ୦୮.୨୭

ରାତ୍ରି ୦୨.୫୦ ରୁ ୦୪.୩୬

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ…

ଅଶୁଭ ସମୟ:

ଋାହୁକାଳ - ଦିବା ୧୦.୨୪ ରୁ ୧୧.୪୫

କାଳବେଳା - ଦିବା ୧୦.୨୪ ରୁ ୧୧.୪୫

ବାରବେଳା – ଦିବା ୦୯.୦୩ ରୁ ୧୦.୨୪

କାଳରାତ୍ରି – ରାତ୍ରି ୦୮.୨୭ ରୁ ୧୦.୦୬