• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୩ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ରାତ୍ରି ୦୩.୪୫ ଗତେ ମେଷ,ତିଥି – ୪ର୍ଥୀ ରାତ୍ରି ୦୧.୩୩ ଗତେ ୫ମୀ ,ଘାତ ଚନ୍ଦ୍ର – ଧନୁ  ରାତ୍ରି ୦୩.୪୫ ଗତେ ମେଷ,ଘାତ ବାର- ତୁଳା , କୁମ୍ଭ, ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

  • ପ୍ରାତଃ ୦୬.୧୪ ରୁ ୦୭.୪୬
  • ଦିବା ୧୦.୫୧ ରୁ ୦୧.୦୯
  • ରାତ୍ରି ୦୨.୫୪ ରୁ ୦୩.୪୪

ଅଧିକ ପଢ଼ନ୍ତୁ: ରାତିରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, କଣ କହେ ବାସ୍ତୁ,ଜାଣିବା ଏହାର ନିୟମ

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୧.୨୬ ରୁ ୦୨.୫୨
  • କାଳବେଳା – ଦିବା ୦୨.୫୨ ରୁ ୦୪.୧୯
  • ବାରବେଳା – ଦିବା ୦୪.୧୯ ରୁ ୦୫.୪୫
  • କାଳରାତ୍ରି – ରାତ୍ରି ୧୧.୫୯ ରୁ ୦୩.୪୪