/odishatv-khabar/media/post_attachments/uploadimage/library/16_9/16_9_0/Panchanga_1730944682.jpg)
Panchanga
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୩ ତାରିଖ ଶନିବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି – ଅମାବାସ୍ୟା ଦିବା ୧୧.୩୬ ଗତେ ପ୍ରତିପଦ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ - କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ-
ଦିବା – ୧୦.୧୫ ରୁ ୦୧.୦୪
ରାତ୍ରି – ୦୮.୨୩ ରୁ ୧୦.୪୦
ରାତ୍ରି – ୧୨.୧୨ ରୁ ୦୧.୪୩
ରାତ୍ରି – ୦୨.୨୯ ରୁ ୦୪.୦୧
ଅଶୁଭ ସମୟ -
ରାହୁକାଳ - ଦିବା ୦୮.୪୦ ରୁ ୧୦.୧୫
କାଳବେଳା – ପ୍ରାତଃ ୦୫.୩୨ ରୁ ୦୭.୦୬ ଓ ଦିବା ୦୪.୩୧ ରୁ ୦୬.୦୫
ବାରବେଳା- ଦିବା ୦୧.୨୩ ରୁ ୦୨.୫୭
କାଳରାତ୍ରି- ସନ୍ଧ୍ୟା ୦୬.୦୫ ରୁ ୦୭.୩୧ ଓ ରାତ୍ରି ୦୪.୦୭ ରୁ ୦୫.୩୨
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)