ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୫୩ ଗତେ ବିଛା । ତିଥି – ୭ମୀ ରାତ୍ରି ୦୩.୩୧ ଗତେ ୮ମୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – କର୍କଟ । ପୁଷ୍କର ଦୋଷ – ୧ ପାଦ-ପଶୁ ସମ୍ପଦ । ନାଶ-ଅନ୍ନ ଦାନ ଦିବା ୦୮.୦୭ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୩୧ ଗତେ ୧ ପାଦ-କୁଟୁମ୍ବ ହାନି - ତିଳକାଞ୍ଚନ ଦାନ ।
Also Read
ଶୁଭ ସମୟ
ପ୍ରାତଃ – ୦୫.୩୨ ରୁ ୦୭.୧୩
ଦିବା – ୧୦.୧୫ ରୁ ୧୧.୨୪
ଦିବା – ୦୧.୫୪ ରୁ ୦୫.୧୫
ସନ୍ଧ୍ୟା – ୦୬.୫୧ ରୁ ୧୦.୪୦
ରାତ୍ରି – ୦୧.୪୩ ରୁ ୦୨.୪୧
ରାତ୍ରି –୦୪.୦୬ ରୁ ୦୫.୩୨
ଅଧିକ ପଢ଼ନ୍ତୁ: ନୂଆ ଭୂମି କ୍ରୟ ବା ଗୃହ ପ୍ରବେଶ କରୁଥିଲେ ଏହା ଶୁଭ ନା ଅଶୁଭ କିପରି ଜାଣିବେ
ଅଶୁଭ ସମୟ
ରାହୁକାଳ - ଦିବା ୧୧.୪୯ ରୁ ୦୧.୨୩
କାଳ ବେଳା -ଦିବା ୦୮.୪୦ ରୁ ୧୦.୧୫
ବାର ବେଳା - ଦିବା ୧୧.୪୯ ରୁ ୦୧.୨୩
କାଳ ରାତ୍ରି – ୦୨.୪୧ ରୁ ୦୪.୦୬