Advertisment

Today Panchang: ଜାଣନ୍ତୁ ଆଜିର ଶୁଭ-ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଚନ୍ଦ୍ର- ବିଛା ସନ୍ଧ୍ୟା ୦୫.୪୦ ଗତେ ଧନୁ । ତିଥି- ୯ମୀ ଦିବା ୦୧.୧୯ ଗତେ ୧୦ମୀ ।

undefined

Panchang

Advertisment

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର । ଚନ୍ଦ୍ର- ବିଛା ସନ୍ଧ୍ୟା ୦୫.୪୦ ଗତେ ଧନୁ । ତିଥି- ୯ମୀ ଦିବା ୦୧.୧୯ ଗତେ ୧୦ମୀ ।ଘାତଚନ୍ଦ୍ର- ସନ୍ଧ୍ୟା ୦୫.୪୦ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Advertisment

ଶୁଭ ସମୟ 

ଦିବା- ୧୦.୩୩ ରୁ ୦୧.୦୯
ରାତ୍ରି- ୦୮.୧୫ ରୁ ୧୦.୪୫
ରାତ୍ରି- ୧୨.୨୪ ରୁ ୦୨.୦୪
ରାତ୍ରି- ୦୨.୫୪ ରୁ ୦୪.୩୪             

ଅଶୁଭ ସମୟ 

ରାହୁକାଳ- ଦିବା ୦୯.୦୭ ରୁ ୧୦.୩୩
କାଳବେଳା- ପ୍ରାତଃ- ୦୬.୧୪ ରୁ ୦୭.୪୧  
ଦିବା ୦୪.୧୯ ରୁ ୦୫.୪୫
ବାରବେଳା- ଦିବା ୦୧.୨୬ ରୁ ୦୨.୫୨
କାଳରାତ୍ରି- ସନ୍ଧ୍ୟା ୦୫.୪୫ ରୁ ୦୭.୧୯
ନିଶାନ୍ତ ୦୪.୪୦ ରୁ ୦୬.୧୪

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ