Advertisment

Today Panchang 22nd September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ ଇଂରାଜୀ ୨୨ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି – ପ୍ରତିପଦ ରାତ୍ରି ୦୨.୫୬ ଗତେ ୨ୟା । ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର । ଘାତବାର –  ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୧୧.୨୪ ପର୍ଯ୍ୟନ୍ତ, ତା’ପରେ ରାତ୍ରି ୦୨.୫୬ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।

author-image
Deepak Acharya
undefined

Panchang

ସୈାର କନ୍ୟା ମାସ ଅଶ୍ୱିନ ଶୁକ୍ଳପକ୍ଷ ଇଂରାଜୀ ୨୨ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି – ପ୍ରତିପଦ ରାତ୍ରି ୦୨.୫୬ ଗତେ ୨ୟା । ଘାତଚନ୍ଦ୍ର - ବୃଷ ରାଶିର ଅହୋରାତ୍ର । ଘାତବାର –  ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୧୧.୨୪ ପର୍ଯ୍ୟନ୍ତ, ତା’ପରେ ରାତ୍ରି ୦୨.୫୬ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୩୯ ରୁ ୦୭.୦୯
ଦିବା – ୦୮.୫୧ ରୁ ୧୧.୧୫
ରାତ୍ରି – ୦୮.୦୩ ରୁ ୧୦.୦୯
ରାତ୍ରି – ୦୨.୨୭ ରୁ ୦୩.୧୫
ଅଶୁଭ ସମୟ - 
ରାହୁକାଳ - ପ୍ରାତଃ ୦୭.୦୯ ରୁ ୦୮.୩୯
କାଳବେଳା – ପ୍ରାତଃ ୦୭.୦୯ ରୁ ୦୮.୩୯
ବାରବେଳା- ଦିବା ୦୨.୩୯ ରୁ ୦୪.୦୯
କାଳରାତ୍ରି - ରାତ୍ରି ୧୦.୦୯ ରୁ ୧୧.୩୯

Advertisment
Astrological Prediction Astrology Panchang
Advertisment
Advertisment