• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ଅହୋରାତ୍ର,ତିଥି – ୩ୟା ରାତ୍ରି ୧୧.୧୯ ଗତେ ୪ର୍ଥୀ। ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର,ଘାତ ବାର – ମିଥୁନ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ଦିବା ୦୮.୪୧ ରୁ ୧୦.୨୫

ଦିବା ୦୯.୦୯ ରୁ ୧୦.୨୦

ଦିବା ୧୧.୪୩ ରୁ ୧୨.୦୫

ରାତ୍ରି ୦୧.୩୩ ରୁ ୦୩.୦୦

ରାତ୍ରି ୦୩.୪୪ ରୁ ୦୪.୨୮

ଅଧିକ ପଢ଼ନ୍ତୁ: ଘର କଲା ବେଳେ ଭଣ୍ଡାର ଘର କରୁଛନ୍ତି କି… ଜାଣନ୍ତୁ କିପରି କରିବେ

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୬.୫୦ ରୁ ୦୮.୨୮

କାଳବେଳା – ପ୍ରାତଃ ୦୬.୫୦ ରୁ ୦୮.୨୮

ବାରବେଳା – ଦିବା ୦୨.୫୮ ରୁ ୦୪.୩୬

କାଳରାତ୍ରି – ରାତ୍ରି ୧୦.୨୦ ରୁ ୧୧.୪୩

OTV is now on Whatsapp

Join and get latest news update delivered to you via whatsapp

Join Now