Advertisment

Today Panchang 22nd Dec 2022: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଆପଣଙ୍କ ପାଇଁ ଶୁଭ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 22nd Dec 2022

Today Panchang

Advertisment

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର,ଚନ୍ଦ୍ର – ବିଛା ରାତ୍ରି ୦୪.୦୨ ଗତେ ଧନୁ,ତିଥି- ୧୪ଶୀ ସନ୍ଧ୍ୟା ୦୭.୧୩ ଅମାବାସ୍ୟା,ଘାତ ଚନ୍ଦ୍ର- ରାତ୍ରି ୦୪.୦୨ ଗତେ ତୁଳା ଓ କୁମ୍ଭ,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି

Advertisment

ଶୁଭ ସମୟ:

ପ୍ରାତଃ ୦୬.୨୦ ରୁ ୦୭.୪୭

ସନ୍ଧ୍ୟା ୦୬.୦୨ ରୁ ୦୯.୩୩

ରାତ୍ରି ୦୧.୨୪ ରୁ ୦୩.୪୨

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ

ଅଶୁଭ ସମୟ:

ଋାହୁକାଳ - ଦିବା ୦୧.୦୬ ରୁ ୦୨.୨୭

କାଳବେଳା - ଦିବା ୦୨.୨୭ ରୁ ୦୩.୪୮

ବାରବେଳା – ଦିବା ୦୩.୪୮ ରୁ ୦୫.୦୯

କାଳରାତ୍ରି – ରାତ୍ରି ୧୧.୪୫ ରୁ ୦୧.୨୪

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ