Today Panchang 21st June 2023: ଜାଣନ୍ତୁ ଆଜିର ଘାତ ଚନ୍ଦ୍ର ଓ ବାର, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ କାର୍ଯ୍ୟ...

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ, ବୁଧବାର। ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରକୁ ଆଣନ୍ତୁ ନୂତନ ଦ୍ରବ୍ୟ

Today Panchang

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ, ବୁଧବାର, ଚନ୍ଦ୍ର – କର୍କଟ ଅହୋରାତ୍ର, ତିଥି – ୩ୟା ଦିବା ୦୩.୧୦ ଗତେ ୪ର୍ଥୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – କର୍କଟ, ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ...    

ପ୍ରାତଃ ୦୭.୫୦ ରୁ ୦୮.୩୦

ଦିବା ୧୦.୦୯ ରୁ ୧୧.୨୨
ଦିବା ୦୨.୦୦ ରୁ ୦୫.୩୧
ସନ୍ଧ୍ୟା ୦୬.୨୪ ରୁ ୦୭.୦୭
ରାତ୍ରି ୦୯.୦୬ ରୁ ୧୦.୦୦
ରାତ୍ରି ୧୨.୧୦ ରୁ ୦୧.୩୬

ଅଧିକ ପଢ଼ନ୍ତୁ: ଘରେ ଏହିସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ଅଶୁଭ ସମୟ...

ଋାହୁକାଳ – ଦିବା ୧୧.୪୮ ରୁ ୦୧.୨୭
କାଳବେଳା – ଦିବା ୦୮.୩୦ ରୁ ୧୦.୦୯
ବାରବେଳା – ଦିବା ୧୧.୪୮ ରୁ ୦୧.୨୭
କାଳରାତ୍ରି –  ରାତ୍ରି ୦୨.୩୦ ରୁ ୦୩.୫୧