Today Panchang 21st Feb 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୮ମୀ ଦିବା ୧୧.୫୭ ଗତେ ୯ମୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବିଛା, ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ନାସ୍ତି ।

ଶୁଭସମୟ:

ପ୍ରାତଃ- ୦୬.୧୫ ରୁ ୦୭.୦୧

ପ୍ରାତଃ- ୦୭.୪୭ ରୁ ୦୯.୦୭

ଦିବା- ୧୨.୨୩ ରୁ ୦୨.୪୧

ଦିବା- ୦୪.୧୩ ରୁ ୦୫.୪୫

ସନ୍ଧ୍ୟା- ୦୭.୨୫ ରୁ ୦୮.୫୨

ରାତ୍ରି- ୦୨.୦୫ ରୁ ୦୪.୩୪

ଅଶୁଭସମୟ:

ରାହୁକାଳ- ଦିବା ୧୦.୩୪ ରୁ ୧୨.୦୦

କାଳବେଳା- ଦିବା ୧୦.୩୪ ରୁ ୧୨.୦୦

ବାରବେଳା- ଦିବା ୦୯.୦୭ ରୁ ୧୦.୩୪

କାଳରାତ୍ରି- ରାତ୍ରି ୦୮.୫୨ ରୁ ୧୦.୨୬