• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର,ତିଥି – ପ୍ରତିପଦ ରାତ୍ରି ୦୯.୩୧ ଗତେ ୨ୟା,ଘାତ ଚନ୍ଦ୍ର – ବିଛା ଅହୋରାତ୍ର ,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ- କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ଦିବା ୦୮.୦୩ ଗତେ ୧ ପାଦ ।

ଶୁଭ ସମୟ:

ଦିବା ୧୦.୦୫ ରୁ ୧୨.୦୯

ଦିବା ୦୨.୫୮ ରୁ ୦୩.୩୭

ରାତ୍ରି ୧୧.୨୧ ରୁ ୦୧.୩୩

ରାତ୍ରି ୦୩.୦୧ ରୁ ୦୩.୫୦

ଅଶୁଭ ସମୟ:

ଋାହୁକାଳ – ଦିବା ୦୮.୨୮ ରୁ ୧୦.୦୫

କାଳବେଳା – ପ୍ରାତଃ ୦୫.୧୩ ରୁ ୦୬.୫୦ ଓ ଦିବା ୦୪.୩୫ ରୁ ୦୬.୧୩

ବାରବେଳା – ଦିବା ୧୦.୨୦ ରୁ ୦୨.୫୮

କାଳରାତ୍ରି – ସନ୍ଧ୍ୟା ୦୬.୧୩ ରୁ ୦୭.୩୫ ଓ ରାତ୍ରି ୦୩.୫୦ ରୁ ୦୫.୧୨

OTV is now on Whatsapp

Join and get latest news update delivered to you via whatsapp

Join Now