Advertisment

Today Panchang 20th Feb 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର ।  ଚନ୍ଦ୍ର- ତୁଳା ପ୍ରାତଃ ୦୬.୪୯ ଗତେ ବିଛା । ତିଥି- ୭ମୀ ଦିବା ୦୯.୫୮ ଗତେ ୮ମୀ  ଘାତଚନ୍ଦ୍ର- ନାସ୍ତି ।

Panchang

Panchang

Advertisment

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର ।  ଚନ୍ଦ୍ର- ତୁଳା ପ୍ରାତଃ ୦୬.୪୯ ଗତେ ବିଛା । ତିଥି- ୭ମୀ ଦିବା ୦୯.୫୮ ଗତେ ୮ମୀ  ଘାତଚନ୍ଦ୍ର- ନାସ୍ତି । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୯.୫୮ ଗତେ ୧ ପାଦ-କୁଟୁମ୍ବହାନି ତିଳକାଞ୍ଚନ ଦାନ ଦିବା ୦୧.୨୯ ପର୍ଯ୍ୟନ୍ତ ।
ଶୁଭସମୟ- 
ପ୍ରାତଃ- ୦୬.୧୬ ରୁ ୦୭.୪୮
ଦିବା- ୧୦.୫୧ ରୁ ୦୧.୦୯
ରାତ୍ରି- ୦୨.୫୫ ରୁ ୦୩.୪୫               
ଅଶୁଭସମୟ- 
ରାହୁକାଳ- ଦିବା ୦୧.୨୬ ରୁ ୦୨.୫୨
କାଳବେଳା- ଦିବା ୦୨.୫୨ ରୁ ୦୪.୧୮
ବାରବେଳା- ଦିବା ୦୪.୧୮ ରୁ ୦୫.୪୪
କାଳରାତ୍ରି- ରାତ୍ରି ୧୨.୦୦ ରୁ ୦୧.୩୪

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ