ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର । ଚନ୍ଦ୍ର – ବିଛା ଅହୋରାତ୍ର, ତିଥି- ୧୩ଶୀ ରାତ୍ରି ୧୦.୧୬ ଗତେ ୧୪ଶୀ,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି-ତିଳକାଞନ ଦାନ ଦିବା ୦୮.୩୨ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ:
ପ୍ରାତଃ ୦୬.୨୦ ରୁ ୦୮.୩୦
ଦିବା ୧୦.୩୯ ରୁ ୧୧.୪୪
ଦିବା ୦୧.୩୨ ରୁ ୦୩.୪୨
ସନ୍ଧ୍ୟା ୦୬.୦୧ ରୁ ୦୬.୫୪
ରାତ୍ରି ୦୮.୪୦ ରୁ ୦୩.୦୨
ଅଧିକ ପଢ଼ନ୍ତୁ: ଘରେ କାହିଁକି ଦେଖାଯାଏ ସାଂଘାତିକ ରୋଗ; ଜାଣନ୍ତୁ କାରଣ-ନିରାକରଣ
ଅଶୁଭ ସମୟ:
ଋାହୁକାଳ - ଦିବା ୧୧.୪୪ ରୁ ୦୧.୦୫
କାଳବେଳା - ଦିବା ୦୯.୦୨ ରୁ ୧୦.୨୩
ବାରବେଳା – ଦିବା ୧୧.୪୪ ରୁ ୦୧.୦୫
କାଳରାତ୍ରି – ରାତ୍ରି ୦୩.୦୨ ରୁ ୦୪.୪୧
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671591218.jpg)