Advertisment

Today Panchang 1st September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୦୧ ତାରିଖ ସୋମବାର । ଚନ୍ଦ୍ର- ବିଛା ରାତ୍ରି ୦୭.୫୪ ଗତେ ଧନୁ । ତିଥି –୯ମୀ ରାତ୍ରି ୦୨.୪୩ ଗତେ ୧୦ମୀ । ଘାତଚନ୍ଦ୍ର – ରାତ୍ରି ୦୭.୫୪ ଗତେ ତୁଳ ଓ କୁମ୍ଭ ରାଶିର । ଘାତବାର –  ମିଥୁନ ରାଶିର । ପୁଷ୍କର ଦୋଷ – ନାସ୍ତି ।

author-image
Deepak Acharya
undefined

Panchang

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୦୧ ତାରିଖ ସୋମବାର । ଚନ୍ଦ୍ର- ବିଛା ରାତ୍ରି ୦୭.୫୪ ଗତେ ଧନୁ । ତିଥି –୯ମୀ ରାତ୍ରି ୦୨.୪୩ ଗତେ ୧୦ମୀ । ଘାତଚନ୍ଦ୍ର – ରାତ୍ରି ୦୭.୫୪ ଗତେ ତୁଳ ଓ କୁମ୍ଭ ରାଶିର । ଘାତବାର –  ମିଥୁନ ରାଶିର । ପୁଷ୍କର ଦୋଷ – ନାସ୍ତି ।

Advertisment

ଶୁଭ ସମୟ-
ପ୍ରାତଃ – ୦୫.୩୪ ରୁ ୦୭.୦୭
ଦିବା – ୧୦.୩୨ ରୁ ୦୧.୦୦
ଦିବା – ୦୪.୨୫ ରୁ ୦୫.୦୮
ସନ୍ଧ୍ୟା – ୦୬.୪୪ ରୁ ୦୯.୦୪
ରାତ୍ରି – ୧୧.୪୬ ରୁ  ୦୨.୨୯
ଅଶୁଭ ସମୟ - 
ରାହୁକାଳ - ପ୍ରାତଃ ୦୭.୦୭ ରୁ ୦୮.୪୦
କାଳବେଳା – ପ୍ରାତଃ ୦୭.୦୭ ରୁ ୦୮.୪୦
ବାରବେଳା- ଦିବା ୦୨.୫୨ ରୁ ୦୪.୨୫
କାଳରାତ୍ରି- ରାତ୍ରି ୧୦.୧୯ ରୁ ୧୧.୪୬

Astrological Prediction Astrology Panchang
Advertisment
Advertisment