• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ବୁଧବାର । ଚନ୍ଦ୍ର – ମିଥୁନ ଅହୋରାତ୍ର,ତିଥି – ୧୦ମୀ ଅହୋରାତ୍ର,ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର,ଘାତ ବାର- କର୍କଟ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

  • ପ୍ରାତଃ ୦୬.୧୦ ରୁ ୦୭.୪୩
  • ଦିବା ୧୦.୩୧ ରୁ ୧୧.୩୫
  • ଦିବା ୦୧.୫୫ ରୁ ୦୫.୦୧
  • ସନ୍ଧ୍ୟା ୦୬.୩୭ ରୁ ୧୦.୪୪
  • ରାତ୍ରି ୦୨.୦୨ ରୁ ୦୩.୦୪

ଅଧିକ ପଢ଼ନ୍ତୁ: ଘରେ ମୃତ ବ୍ୟକ୍ତିଙ୍କ ଫଟୋ ଭୁଲ୍ ସ୍ଥାନରେ ରଖିଛନ୍ତି କି? ହୋଇପାରେ ଏମିତି ଅସୁବିଧା

ଅଶୁଭ ସମୟ:

  • ଋାହୁକାଳ – ଦିବା ୧୧.୫୯ ରୁ ୦୧.୨୬
  • କାଳବେଳା – ଦିବା ୦୯.୦୪ ରୁ ୧୦.୩୧
  • ବାରବେଳା – ଦିବା ୧୧.୫୯ ରୁ ୦୧.୨୬
  • କାଳରାତ୍ରି – ରାତ୍ରି ୦୩.୦୪ ରୁ ୦୪.୩୬