Today Panchang 1st Dec 2023
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର
ଚନ୍ଦ୍ର- ମିଥୁନ ଦିବା ୧୦.୧୩ ଗତେ କର୍କଟ
ତିଥି- ୪ର୍ଥୀ ଦିବା ୦୩.୩୧ ଗତେ ୫ମୀ
ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୧୦.୧୩ ପର୍ଯ୍ୟନ୍ତ
ଘାତବାର- ବିଛା, ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୪୦ ପର୍ଯ୍ୟନ୍ତ
ଶୁଭ ସମୟ
ପ୍ରାତଃ- ୦୬.୦୮ ରୁ ୦୬.୫୧
ପ୍ରାତଃ- ୦୭.୩୫ ରୁ ୦୮.୫୧
ଦିବା-୧୧.୫୭ ରୁ ୦୨.୫୧
ଦିବା- ୦୩.୩୫ ରୁ ୦୫.୦୨
ସନ୍ଧ୍ୟା- ୦୫.୫୪ ରୁ ୦୮.୧୯
ରାତ୍ରି- ୧୨.୦୧ ରୁ ୦୧.୪୬
ରାତ୍ରି- ୦୨.୩୯ ରୁ ୦୪.୨୪
ଅଶୁଭ ସମୟ
ରାହୁକାଳ - ଦିବା ୧୦.୧୩ ରୁ ୧୧.୩୫
କାଳବେଳା- ଦିବା ୧୦.୧୩ ରୁ ୧୧.୩୫
ବାରବେଳା- ଦିବା ୦୮.୫୧ ରୁ ୧୦.୧୩
କାଳରାତ୍ରି- ରାତ୍ରି ୦୮.୧୯ ରୁ ୦୯.୫୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701410593.jpg)