• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ଶନିବାର । ଚନ୍ଦ୍ର – କର୍କଟ ନିଶାନ୍ତ ୦୪.୪୮ ଗତେ ସିଂହ,ତିଥି – ୧୧ଶୀ ରାତ୍ରି ୦୪.୨୦ ଗତେ ୧୨ଶୀ,ଘାତ ଚନ୍ଦ୍ର – ନିଶାନ୍ତ ୦୪.୪୮ ଗତେ କର୍କଟ, ମକର,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୪.୨୦ ଗତେ ୨ ପାଦ

ଶୁଭ ସମୟ:

ଦିବା ୧୦.୧୯ ରୁ ୦୧.୦୪

ରାତ୍ରି ୦୮.୧୮ ରୁ ୧୦.୩୯

ରାତ୍ରି ୧୨.୧୩ ରୁ ୦୧.୪୮

ରାତ୍ରି ୦୨.୩୫ ରୁ ୦୪.୦୯

ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ଅଶୁଭ ସମୟ:

ଋାହୁକାଳ – ଦିବା ୦୮.୪୭ ରୁ ୧୦.୧୯

କାଳବେଳା – ପ୍ରାତଃ ୦୫.୪୪ ରୁ ୦୭.୧୭ ଓ ୦୪.୨୫ ରୁ ୦୫.୫୭

ବାରବେଳା – ଦିବା ୦୧.୨୨ ରୁ ୦୨.୫୩

କାଳରାତ୍ରି – ସନ୍ଧ୍ୟା ୦୫.୫୭ ରୁ ୦୭.୨୫ ଓ ରାତ୍ରି ୦୪.୧୫ ରୁ ୦୫.୪୩