Advertisment

Today Panchang 19th Oct 2022 : ଆଜିର ପଞ୍ଚାଙ୍ଗରୁ ଜାଣନ୍ତୁ କେଉଁ ଶୁଭ ସମୟରେ କରିବେ ଗୃହ ପ୍ରବେଶ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଯଦି, ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 19th Oct 2022

Panchang

Advertisment

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୯ମୀ ଦିବା ୦୨/୧୩ ଗତେ ୧୦ ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି

Advertisment

ଶୁଭ ସମୟ:

  • ପ୍ରାତଃ ୦୫/୪୬ ରୁ ୦୮/୦୪
  • ଦିବା ୧୦/୨୨ ରୁ ୧୧/୩୨
  • ଦିବା ୦୧/୨୬ ରୁ ୦୩/୪୪
  • ସନ୍ଧ୍ୟା ୦୬/୦୬ ରୁ ୦୬/୫୬
  • ରାତ୍ରି ୦୮/୩୬ ରୁ ୦୨/୩୯
  • ରାତ୍ରି ୦୪/୧୨ ରୁ ୦୫/୪୬

ଅଧିକ ପଢ଼ନ୍ତୁ: Daily Horoscope 19th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

Advertisment

ଅଶୁଭ ସମୟ:

  • ଋାହୁକାଳ – ଦିବା ୧୧/୩୧ ରୁ ୧୨/୫୭
  • କାଳବେଳା - ଦିବା ୦୮/୩୮ ରୁ ୧୦/୦୫
  • ବାରବେଳା – ଦିବା ୧୧/୩୧ ରୁ ୧୨/୫୭
  • କାଳରାତ୍ରି – ରାତ୍ରି ୦୨/୩୯ ରୁ ୦୪/୧୨
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ