Today Panchang 19th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang 18th May 2023

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଦିବା ୦୧.୩୫ ଗତେ ବୃଷ । ତିଥି – ଅମାବାସ୍ୟା ରାତ୍ରି ୦୯.୨୩ ଗତେ ପ୍ରତିପଦ । ଘାତ ଚନ୍ଦ୍ର– ମେଷ ଦିବା ୦୧.୩୫ ଗତେ ବିଛା । ଘାତ ବାର – ବିଛା, ଧନୁ ଓ ମୀନ । ପୁଷ୍କର ଦୋଷ– ପ୍ରାତଃ ୦୭.୨୯ ଗତେ ୧ ପାଦ- କୁଟୁମ୍ଭହାନୀ- ତିଳକାଞ୍ଜନ ଦାନ ।

ଶୁଭ ସମୟ

ପ୍ରାତଃ ୦୬.୦୫ରୁ ୦୬.୫୭

ଦିବା ୧୨.୦୯ରୁ ୦୨.୪୫

ସନ୍ଧ୍ୟା ୦୬.୧୨ରୁ ୦୮.୨୪

ରାତ୍ରି ୧୨.୪୯ରୁ ୦୩.୦୧

ରାତ୍ରି ୦୩.୪୫ରୁ ୦୫.୧୩

ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁଦୋଷ ଥିଲେ ହୋଇପାରେ ଅସାଧ୍ୟ ରୋଗ; ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ

ଋାହୁକାଳ – ଦିବା ୧୦.୦୫ରୁ ୧୧.୪୩

କାଳବେଳା – ଦିବା ୧୦.୦୫ରୁ ୧୧.୪୩

ବାରବେଳା – ଦିବା ୦୮.୨୪ରୁ ୧୦.୦୫

କାଳରାତ୍ରି – ରାତ୍ରି ୦୮.୫୮ରୁ ୧୦.୨୦