/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674099915.jpg)
Today Panchang
ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର – ବିଛା ଦିବା ୦୩.୧୭ ଗତେ ଧନୁ । ତିଥି - ୧୨ଶୀ ଦିବା ୦୧.୧୮ ଗତେ ୧୩ଶୀ ଘାତ ଚନ୍ଦ୍ର – ଦିବା ୦୩.୧୭ ଗତେ ତୁଳା , କୁମ୍ଭ । ଘାତ ବାର- ତୁଳା , କୁମ୍ଭ,ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୧୮ ପର୍ଯ୍ୟନ୍ତ
Advertisment
ଶୁଭ ସମୟ:
- ପ୍ରାତଃ ୦୬.୨୭ ରୁ ୦୭.୫୫
- ଦିବା ୧୦.୫୧ ରୁ ୦୧.୦୩
- ରାତ୍ରି ୦୨.୫୯ ରୁ ୦୩.୫୧
ଅଧିକ ପଢ଼ନ୍ତୁ: ଆପଣଙ୍କ ବଗିଚାରେ ଏହିସବୁ ଗଛ ଲଗାନ୍ତୁ; ମିଳିବ ଶୁଭ ଫଳ
ଅଶୁଭ ସମୟ:
- ଋାହୁକାଳ - ଦିବା ୦୧.୧୯ ରୁ ୦୨.୪୧
- କାଳବେଳା – ଦିବା ୦୨.୪୧ ରୁ ୦୪.୦୪
- ବାରବେଳା – ଦିବା ୦୪.୦୪ ରୁ ୦୫.୨୬
- କାଳରାତ୍ରି – ରାତ୍ରି ୧୧.୫୭ ରୁ ୦୧.୩୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)