/odishatv-khabar/media/post_attachments/uploadimage/library/16_9/16_9_0/Panchang_1740626948.jpg)
Panchang
ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୩.୩୨ ଗତେ ୧୨ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର – ମକର ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୩.୩୨ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୧.୦୮ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ-
ଦିବା – ୦୮.୪୦ ରୁ ୧୦.୩୪
ଦିବା – ୦୧.୦୫ ରୁ ୦୧.୨୪
ଦିବା – ୦୪.୩୪ ରୁ ୦୫.୧୮
ସନ୍ଧ୍ୟା – ୦୬.୦୮ ରୁ ୦୬.୫୪
ରାତ୍ରି – ୦୯.୧୦ ରୁ ୧୧.୨୭
ରାତ୍ରି – ୦୧.୪୪ ରୁ ୦୩.୧୫
ଅଶୁଭ ସମୟ -
ରାହୁକାଳ - ଦିବା ୦୨.୫୯ ରୁ ୦୪.୩୪
କାଳବେଳା – ଦିବା ୦୧.୨୪ ରୁ ୦୨.୫୯
ବାରବେଳା- ପ୍ରାତଃ ୦୭.୦୬ ରୁ ୦୮.୪୦
କାଳରାତ୍ରି- ରାତ୍ରି ୦୭.୩୪ ରୁ ୦୮.୫୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)