/odishatv-khabar/media/post_attachments/uploadimage/library/16_9/16_9_0/Panchang_1740280214.jpg)
Panchang
ସୈାର କନ୍ୟା ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ଗୁରୁବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି – ୧୨ଶୀ ରାତ୍ରି ୧୧.୨୪ ଗତେ ୧୩ଶୀ । ଘାତଚନ୍ଦ୍ର - ନାସ୍ତି । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୧.୨୪ ।
ଶୁଭ ସମୟ-
ପ୍ରାତଃ – ୦୫.୩୮ ରୁ ୦୭.୧୪
ସନ୍ଧ୍ୟା – ୦୬.୩୦ ରୁ ୦୯.୪୧
ରାତ୍ରି – ୦୧.୧୦ ରୁ ୦୩.୧୫
ରାତ୍ରି – ୦୪.୦୩ ରୁ ୦୫.୩୮
ଅଶୁଭ ସମୟ -
ରାହୁକାଳ - ଦିବା ୦୧.୧୧ ରୁ ୦୨.୪୧
କାଳବେଳା – ଦିବା ୦୨.୪୧ ରୁ ୦୪.୧୨
ବାରବେଳା- ଦିବା ୦୪.୧୨ ରୁ ୦୫.୪୩
କାଳରାତ୍ରି – ରାତ୍ରି ୧୧.୪୦ ରୁ ୦୧.୧୦
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)