Today Panchang 18th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର, ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୪ର୍ଥୀ ରାତ୍ରି ୦୧.୧୨ ଗତେ ୫ମୀ ଘାତଚନ୍ଦ୍ର- ନାସ୍ତି ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି

Today Panchang

ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର, ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୪ର୍ଥୀ ରାତ୍ରି ୦୧.୧୨ ଗତେ ୫ମୀ ଘାତଚନ୍ଦ୍ର- ନାସ୍ତି ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ...

ପ୍ରାତଃ- ୦୫.୪୫ ରୁ ୦୮.୦୪

ଦିବା- ୧୦.୨୨ ରୁ ୧୧.୩୧
ଦିବା-୦୧.୨୭ ରୁ ୦୩.୪୫
ସନ୍ଧ୍ୟା- ୦୬.୦୭ ରୁ ୦୬.୫୭ 
ରାତ୍ରି- ୦୮.୩୭ ରୁ ୦୨.୩୯
ରାତ୍ରି- ୦୪.୧୨ ରୁ ୦୫.୪୬

ଅଧିକ ପଢ଼ନ୍ତୁ: ଗୃହ ଆରମ୍ଭରେ ବାସ୍ତୁ ପୂଜା କରିବା ଜରୁରୀ ନା ନାହିଁ…

ଅଶୁଭ ସମୟ...

ରାହୁକାଳ - ଦିବା ୧୧.୩୧ ରୁ ୧୨.୫୮
କାଳବେଳା - ଦିବା ୦୮.୩୮ ରୁ ୧୦.୦୫
ବାରବେଳା- ଦିବା ୧୧.୩୧ ରୁ ୧୨.୫୮
କାଳରାତ୍ରି- ରାତ୍ରି ୦୨.୩୯ ରୁ ୦୪.୧୨