Advertisment

Today Panchang 18th May 2023: ଜାଣନ୍ତୁ ଆଜିର ଶୁଭ ମୁହୂର୍ତ୍ତ, ଗୁରୁବାର କରନ୍ତୁ ଗୃହଶାନ୍ତି ପୂଜା

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ଅଦ୍ୟତନ ହୋଇଛି
Today Panchang 5th May 2023

Today Panchang

Advertisment

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଚନ୍ଦ୍ର – ମେଷ ଅହୋରାତ୍ର ,ତିଥି – ୧୪ଶୀ ରାତ୍ରି ୦୯.୪୩ ଗତେ ଅମାବାସ୍ୟା,ଘାତ ଚନ୍ଦ୍ର – ମେଷ ଅହୋରାତ୍ର,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି

Advertisment

ଶୁଭ ସମୟ:

  • ପ୍ରାତଃ ୦୫.୧୩ ରୁ ୦୬.୦୫
  • ଦିବା ୦୯.୩୩ ରୁ ୧୧.୧୭
  • ସନ୍ଧ୍ୟା ୦୬.୫୬ ରୁ ୦୯.୦୮
  • ରାତ୍ରି ୦୧.୦୫ ରୁ ୦୨.୧୭
  • ରାତ୍ରି ୦୩.୪୫ ରୁ ୦୫.୧୩

ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…

Advertisment

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୧.୨୦ ରୁ ୦୨.୫୭
  • କାଳବେଳା – ଦିବା ୦୨.୫୭ ରୁ ୦୪.୩୫
  • ବାରବେଳା – ଦିବା ୦୪.୩୫ ରୁ ୦୬.୧୨
  • କାଳରାତ୍ରି – ରାତ୍ରି ୧୧.୪୩ ରୁ ୦୧.୦୫
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ