ଅଦ୍ୟତନ ହୋଇଛି
Today Panchang
Advertisment
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର,ଚନ୍ଦ୍ର – ମକର ଅହୋରାତ୍ର,ତିଥି – ୧୧ଶୀ ଦିବା ୧୧.୧୪ ଗତେ ୧୨ଶୀ,ଘାତ ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ- ଦିବା ୧୧.୧୪ ଗତେ ୨ ପାଦ
Advertisment
ଶୁଭ ସମୟ
- ଦିବା ୧୦.୨୫ ରୁ ୦୧.୦୬
- ରାତ୍ରି ୦୮.୧୭ ରୁ ୧୦.୪୨
- ରାତ୍ରି ୧୨.୧୮ ରୁ ୦୧.୫୪
- ରାତ୍ରି ୦୨.୪୩ ରୁ ୦୪.୧୯
ଅଧିକ ପଢ଼ନ୍ତୁ: ବିନା ପଇସାରେ ନିଅନ୍ତୁ ନାହିଁ ଏହି ଜିନିଷ, ହୋଇପାରେ ସମସ୍ୟା
ଅଶୁଭ ସମୟ
- ଋାହୁକାଳ – ଦିବା ୦୮.୫୫ ରୁ ୧୦.୨୫
- କାଳବେଳା – ପ୍ରାତଃ ୦୫.୫୬ ରୁ ୦୭.୨୬ ଓ ଦିବା ୦୪.୨୩ ରୁ ୦୫.୫୩
- ବାରବେଳା – ଦିବା ୦୧.୨୪ ରୁ ୦୨.୫୪
- କାଳରାତ୍ରି – ସନ୍ଧ୍ୟା ୦୫.୫୩ ରୁ ୦୭.୨୩ ଓ ରାତ୍ରି ୦୪.୨୫ ରୁ ୦୫.୫୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679115179.jpg)