/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694932179.jpg)
Today Panchang
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ, ରବିବାର। ଚନ୍ଦ୍ର –କନ୍ୟା ରାତ୍ରି ୧୧.୦୬ ଗତେ ତୁଳା, ତିଥି- ୨ ୟା ଦିବା ୧୧.୦୯ ଗତେ ୩ୟା, ଘାତ ଚନ୍ଦ୍ର – ବୃଷ ରାଶିର ରାତ୍ରି ୧୧.୦୬, ଘାତ ବାର – ମେଷ ପୁଷ୍କର ଦୋଷ –୨ ପାଦ କୃଷି ଓ ପଶୁ ହାନି –ଭୂମି ଓ ଅନ୍ନଦାନ ଦିବା ୧୧.୦୯ ଗତେ ୧ ପାଦ କୃଷିହାନି-ଭୂମି ଦାନ
Advertisment
ଶୁଭ ସମୟ
ପ୍ରାତଃ- ୦୬.୨୬ ରୁ ୦୮.୫୧
ଦିବା –୦୧.୧୨ରୁ ୦୩.୧୯
ଦିବା –୦୪.୦୭ ରୁ ୦୪.୧୩
ରାତ୍ରି - ୦୮.୦୭ ରୁ ୦୯.୪୨
ରାତ୍ରି - ୧୨.୦୫ ରୁ ୦୧.୧୦
ରାତ୍ରି - ୦୨.୩୯ ରୁ ୦୫.୩୮
ଅଶୁଭ ସମୟ
ରାହୁକାଳ –ଦିବା ୦୪.୧୩ ରୁ ୦୫.୪୪
କାଳବେଳା –ଦିବା ୧୧.୪୧ ରୁ ୦୧.୧୨
ବାରବେଳା – ଦିବା ୧୦.୧୦ ରୁ ୧୧.୪୧
କାଳ ରାତ୍ରି –ରାତ୍ରି ୦୧.୧୦ ରୁ ୦୨.୩୯
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)