Today Panchang 17th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର,  ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

Today Panchang

ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର, ଚନ୍ଦ୍ର– ତୁଳା ଦିବା ୦୨.୧୮ ଗତେ ବିଛା ତିଥି- ୩ୟା ରାତ୍ରି ୦୧.୨୬ ଗତେ ୪ର୍ଥୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୩୦ ଗତେ ୧ପାଦ କୃଷିହାନି ଓ ଭୂମିଦାନ...

ଶୁଭ ସମୟ...

ପ୍ରାତଃ- ୦୫.୪୫ ରୁ ୦୬.୩୧

ଦିବା- ୦୮.୩୮ ରୁ ୧୧.୦୮
ସନ୍ଧ୍ୟା- ୦୫.୧୮ ରୁ ୦୬.୫୨ 
ରାତ୍ରି- ୦୮.୨୫ ରୁ ୦୮.୩୭
ରାତ୍ରି- ୦୯.୨୭ ରୁ ୧୧.୫୭
ରାତ୍ରି- ୦୧.୩୬ ରୁ ୦୩.୧୬
ରାତ୍ରି- ୦୪.୦୬ ରୁ ୦୫.୪୫

ଅଧିକ ପଢ଼ନ୍ତୁ: ଗୃହ ନିର୍ମାଣ ଅଧାରେ କାହିଁକି ରହିଯାଏ; ଜାଣନ୍ତୁ କାରଣ ଓ ପ୍ରତିକାର

ଅଶୁଭ ସମୟ...

ରାହୁକାଳ - ଦିବା ୦୨.୨୫ ରୁ ୦୩.୫୧
କାଳବେଳା - ଦିବା ୧୨.୫୮ ରୁ ୦୨.୨୫
ବାରବେଳା- ପ୍ରାତଃ ୦୭.୧୨ ରୁ ୦୮.୩୮
କାଳରାତ୍ରି- ସନ୍ଧ୍ୟା ୦୬.୫୨ ରୁ ୦୮.୨୫