• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର  ସିଂହ  ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଗୁରୁବାର, ଚନ୍ଦ୍ର- କର୍କଟ ଦିବା ୦୪.୫୭ ଗତେ ସିଂହ ତିଥି – ପ୍ରତିପଦ ସନ୍ଧ୍ୟା ୦୫.୩୫ ଗତେ ୨ୟା ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ସନ୍ଧ୍ୟା ୦୫.୩୫ ଗତେ  ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ

ଶୁଭ ସମୟ... 

ପ୍ରାତଃ- ୦୫.୩୦ ରୁ ୦୭.୧୨    
ଦିବା ୧୦.୩୪ ରୁ ୦୧.୦୬

ରାତ୍ରି ୦୨.୨୯ ରୁ ୦୩.୧୫

ଅଶୁଭ ସମୟ...

ଋାହୁକାଳ –ଦିବା ୦୧.୨୫ ରୁ ୦୩. ୦୦
କାଳବେଳା –ଦିବା ୦୩.୦୦ ରୁ ୦୪.୩୫
ବାରବେଳା – ଦିବା ୦୪.୩୫ ରୁ ୦୬.୧୦
କାଳରାତ୍ରି – ରାତ୍ରି ୧୧.୫୦ ରୁ ୦୧.୧୫